କାହାକୁ ବି ଡର ନାହିଁ...
ଏମିତି କି ମୃତ୍ଯୁ କୁ ବି ନାହିଁ...
ଚାଲିଗଲେବି ଏ ଜୀବନ ତଥାପି ଦୁଃଖ ନାହିଁ...
କାହିଁକି ନା ଆଜି ମୋ ପାଖରେ ହୃଦୟ୍ ବି ନାହିଁ...
ପାଖରେ ହୃଦୟ୍ ଥିଲେସିନା ଜିଈଁବାର ଇଚ୍ଛା ଥାଏ...
ହୃଦୟ୍ ବିନା ଜିଇଁବା ଦୁଃଖରେ ଦାହ ହେବାଛଡା କିଛି ନାହିଁ..
ସତେ କି ଅଭାଗ୍ଯ ମୋ ଏହି...
କେମିତି ପାରିବି ତୁମୋକୁ କହି...
ତୁମୋ ବିନା କେବେ ମୁଁ ଖୁସିରେ ପାରିବିନି ରହି...
ତୁମେ ଯଦି ମୋତେ ଦୁଃଖ ଦେଉଛ ଦୁଃଖକୁ ଆଦରି ନେବି...
ଦୁଃଖ ସାଥେ bondhu bandhi ଜୀବନ ବିତେଇ ଦେବି...

No comments:
Post a Comment